ମା ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ଓ ଆବଦ୍ଧ ପୂଜା ପ୍ରସଙ୍ଗ। ପ୍ରତିକ୍ରିୟା ରଖିଲେ ସାଂସଦ ଭର୍ତ୍ତୃହରି ମହତାବ । ଶାନ୍ତି ଓ ପୂଜା କମିଟିର ଵୈଠକ ପରେ ୨ ଟି ପ୍ରସ୍ତାବ ଗୃହୀତ ହୋଇଥଲା । ପ୍ରଭାତ ତ୍ରିପାଠୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଗତକାଲି ପଠାଯାଇଛି । ସେ କହିଛନ୍ତି ନିଷ୍ପତ୍ତିକୁ ଅପେକ୍ଷା କରିବା ।
#Cuttack #Durgapuja #Statue #HighCourt #hearing #durgastatue #Odisha #ArgusNews